ଭଡ଼ା ଘରେ ସରକାରୀ ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା
·2 years ago

କଟକ : କଟକରେ ଏକ ଭଡ଼ା ଘରେ ସରକାରୀ ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା ! ଆଇଟିଆଇ ପ୍ରଥମ ବର୍ଷର ଛାତ୍ର ସନ୍ଦୀପ କୁମାର ମୁଦୁଲି କରିଛନ୍ତି ଏହି ଆତ୍ମହତ୍ୟା। କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୟାଚୌକ ନୂଆ ଗୌଡସାହି ଅଞ୍ଚଳରେ ଘଟିଛି ଏହି ଆତ୍ମହତ୍ୟା ଘଟଣା। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସମସ୍ତଙ୍କୁ ପଚରାଉଚରା କରୁଛି। ତେବେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: