Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ଅଭିଯୋଗ

Odisha

ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ଅଭିଯୋଗ

Jitendra Dash
Browse all articles by Jitendra Dash
·2 years ago
ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ଅଭିଯୋଗ

ଅର୍ଗସ ବ୍ୟୁରୋ : ପୋଲିସ ବାରାକରୁ ବନ୍ଧୁକ ଚୋରି । ଭୁବନେଶ୍ବର ସପ୍ତମ ବାଟାଲିୟନରୁ ଚୋରି ହୋଇଛି । ରାଷ୍ଟ୍ରପତିଙ୍କ ଡ୍ୟୁଟି ରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଇନସାସ ରାଇଫଲ ଓ ଗୁଳି ଚୋରି ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ଅଷ୍ଟମ ସ୍ପେଶାଲ ଆଇଆରବିଏନରେ କାମ କରୁଥିବା ଏସଆଇ ପି.ଲଛମୟ । ସେପଟେ ଅଭିଯୋଗ ପରେ ତଦନ୍ତ ଘଟଣାର ଛାନଭିନ ଆରମ୍ଭ କରିଛି ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Gun stolen from police barracks | Argus News