Videos
|
Odisha

ଜଳୁଛି ହଦଗଡ଼ , ୯ ଟି ପଏଣ୍ଟରେ ଲାଗିଛି ନିଆଁ

Swayangprajna Mishra
Browse all articles by Swayangprajna Mishra
·2 years ago
ଜଳୁଛି ହଦଗଡ଼ , ୯ ଟି ପଏଣ୍ଟରେ ଲାଗିଛି ନିଆଁ

କେଉଁଝର : ଜଳୁଛି ହଦଗଡ଼।  ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ ଟି ପଏଣ୍ଟରେ ଲାଗିଛି ନିଆଁ। ଅତ୍ୟଧିକ ଗରମ ସହିତ ନିଆଁ ର ପ୍ରଭାବ ଯୋଗୁ ଜଙ୍ଗଲ ଜନ୍ତୁ ଏବେ ବିପଦ ରେ। ନିଆଁ ଲିଭାଇବା ପାଇଁ ନିଯୁକ୍ତି ହୋଇଛନ୍ତି ବନ ବିଭାଗ ଓ ଅଗ୍ନିଶମ ବିଭାଗ ର ସ୍ପେଶାଲ ଟିମ। ତେବେ ନିଆଁ କୁ ଖୁବ ଶୀଘ୍ର ଆୟତ୍ତ କରାଯିବ ବୋଲି ବନ କର୍ମଚାରୀ କହୁଥିବା ବେଳେ ଅଭୟାରଣ୍ୟ ଭିତରେ ବାସ କରୁଥିବା ଲୋକେ ନିଆଁ ନଲଗାଇବାକୁ ଅନୁରୋଧ ରଖା ଯାଇଛି।

 ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hadgarh is burning, 9 points are on fire | Argus News