Videos
|
Odisha

ମଦ ପିଇ ବୁଲୁଥିଲେ, ନାଇଟ୍ ଚେକିଂ ବେଳେ ଧରା ପଡିଲେ

Jitendra Dash
Browse all articles by Jitendra Dash
·2 years ago
ମଦ ପିଇ ବୁଲୁଥିଲେ, ନାଇଟ୍ ଚେକିଂ ବେଳେ ଧରା ପଡିଲେ

ଅର୍ଗସ ବ୍ୟୁରୋ : ମଦ ପିଇ ବୁଲୁଥିଲେ, ନାଇଟ ଚେକିଂ ବେଳେ ଧରା ପଡିଲେ । ଟ୍ରାଫିକ ଥାନାରେ ବଡ଼ ବଡ଼ିଆଙ୍କ ଦାମୀ କାର । ଅଡ଼ି, ମର୍ସିଡ଼ିଜ, BMW ଓ ପୋରସେ ସହ ଥର ଭଳି ଦାମୀ ଗାଡି ଥାନାରେ ଥୁଆ ହୋଇଛି । କେବଳ ଗତକାଲି ରାତିରେ ୨୫ଟି ଗାଡି ଧରା ଯାଇଥିବା କହିଛନ୍ତି ଟ୍ରାଫିକ ଡିସିପି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଗତ ଫେବୃୟାରୀରୁ ଆଜି ମଧ୍ୟରେ ୬୦୦ରୁ ଅଧିକ ଗାଡି ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଓ ରେଡ ଲାଇଟ ଓଭର ଟେକିଙ୍ଗରେ ଧରା ପଡିଛି । ମଦ ପିଇ ଧରା ପଡୁଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର କରୁଛି ପୋଲିସ । କୋର୍ଟରୁ ଚାଲାଣ କାଟି ରିଲିଜ ଅର୍ଡର ଆଣିବା ପରେ ଗାଡି ଛଡା ଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
He was drinking and was caught during a night check | Argus News