Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ , ଭିଡ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ

Odisha

ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ , ଭିଡ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ

Swayangprajna Mishra
Browse all articles by Swayangprajna Mishra
·1 year ago
ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ , ଭିଡ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ

 ଅର୍ଗସ ବ୍ୟୁରୋ : ଉପର ପଡ଼ିଆରେ ହେବ ବାଲିଯାତ୍ରା। ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ । ମେଳାରେ ଶବ୍ଦ ପ୍ରଦ୍ୟୁଷଣ ରୋକିବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ । ଟ୍ରାଫିକ ଜାମ ଏଡାଇବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ଭିଡ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯିବ ସ୍ବତନ୍ତ୍ର ପଦକ୍ଷେପ  । ଏନେଇ କୋର୍ଟଙ୍କୁ ଅବଗତ କଲେ କଟକ ଜିଲ୍ଲାପାଳ ।

ଅଧିକ ପଢନ୍ତୁ : ବାଲିଯାତ୍ରାକୁ ନେଇ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେଲା ଆଲୋଚନା

ତଳ ଓ ଉପର ପଡ଼ିଆକୁ ସଂଯୋଗ କରିବ ଦୁଇଟି ନୂଆ ରାସ୍ତା । ମାତାମଠ ଛକରୁ ବିଜୁପଟ୍ଟନାୟକ ମଧ୍ୟରେ ରହିବ ନାହିଁ ଉଠା ଦୋକାନ । କ୍ୟାଣ୍ଟନମେଣ୍ଟ ରୋଡରୁ ଚଣ୍ଡି ଛକ ମଧ୍ୟରେ ରହିବ ନାହିଁ ଉଠା ଦୋକାନ । ଉଠା ଦୋକାନୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ । ଆମ୍ବୁଲାନ୍ସ ଯାତାୟତ ପାଇଁ ହେବ ଗ୍ରୀନ କରିଡର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
High Court order regarding balijatra , special measures for crowd control | Argus News