Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ପାର୍ଟି ଅଫିସରେ ହୋଲି ଖେଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେପି ପାର୍ଟି ଅଫିସରେ ହୋଲି ଖେଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ଜନତାଙ୍କ ସହ ନେତା ବି ଖେଳୁଛନ୍ତି ରଙ୍ଗର ପର୍ବ ହୋଲି । ସମ୍ବଲପୁର ବିଜେପି ପାର୍ଟି ଅଫିସରେ ହୋଲି ଖେଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନେତା, କର୍ମୀଙ୍କ ସହ ରଙ୍ଗର ଏ ପର୍ବକୁ ମନାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲି ବାସୀଙ୍କ ସହ ହୋଲି ଉତ୍ସବ ପାଳିଛନ୍ତି । ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ବି ଖେଳିଛନ୍ତି ହୋଲି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଭଦ୍ରକ କୁଆଁସ ଠାରେ ଥିବା ବାସଭବନରେ ଏକ ଛୁଆ ବାଛୁରୀ ସହିତ ଖେଳିଲେ ହୋଲି । ପରେ ଶୁଭେଚ୍ଛୁ ମାନଙ୍କ ସହ ହୋଲି ପାଳିଛନ୍ତି ।  ବରିଷ୍ଠ ବିଜେଡି ନେତା ସଂଜୟ କୁମାର ଦାସବର୍ମା ବି ତାଙ୍କ ବାସଭବନରେ କର୍ମୀ ଓ ସମର୍ଥକ ମାନଙ୍କ ସହ ହୋଲି ଖେଳିଛନ୍ତି । ସେହିପରି କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଧୁମଧାମରେ ପାଳିଛନ୍ତି ହୋଲି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
holi celebration | Argus News