Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିପୁଳ ମଦ ଜବତ ସହ ମାଲିକ ଗିରଫ

Odisha

ବିପୁଳ ମଦ ଜବତ ସହ ମାଲିକ ଗିରଫ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିପୁଳ ମଦ ଜବତ ସହ ମାଲିକ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ବଲାଙ୍ଗୀର-କଳାହାଣ୍ଡି ସୀମାନ୍ତ ଦେଉଳଗୁଡ଼ିରେ ଥିବା ମା’ କାଳୀ ଢାବାରେ ଅବକାରୀ ବିଭାଗ ଚଢ଼ଉ କରି ବ୍ୟାପକ ନକଲି ମଦ ଜବତ କରିଛି । ବିଭିନ୍ନ କମ୍ପାନିର ୫୪.୨୭୯ ଲିଟର ନକଲି ବିଦେଶୀ ମଦ ଓ ୨୬.୭୦୦ ଲିଟର ବିଅର, ୨୩୦ଟି ବୋତଲ ଠିପି, ୧୫୮ଟି ଷ୍ଟିକର ଓ ବିଭିନ୍ନ କମ୍ପାନିର ଖାଲି ମଦ ବୋତଲ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁକରି ଢାବା ମାଲିକ ବିହାର ରାଜ୍ୟର ଅରବିନ୍ଦ କୁମାରକୁ ଗିରଫ କରି କୋର୍ଟଚାଲାଣ କରିଛି|

ଅଧିକ ପଢନ୍ତୁ ଓଡିଶା ଖବର

ତେବେ ସେ ଅଧିକ ଲାଭ ଆଶାରେ ବେଆଇନ କାର୍ଯ୍ୟ କରୁଥିବା ସ୍ଵୀକାର କରିଛି ଅନ୍ୟପକ୍ଷରେ ଜିଲ୍ଲା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନା ଥାଉକି,ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ତୁଷୁରା ଅବକାରୀ ବିଭାଗ ପକ୍ଷରୁ ତୁଷୁରା ଥାନାରେ ମଧ୍ୟ ଲିଖିତ ଅଭିଯୋଗ ଅଭିଯୁକ୍ତ ଅରବିନ୍ଦ ପୂର୍ବରୁ ତୁଷୁରାର ଏକ ବିଦେଶୀ ମଦ ଦୋକାନରେ କାମ କରୁଥିଲା
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Hotel owner arrested with huge liquor seizure | Argus News