ସମ୍ବଲପୁର ସଦର ଥାନାରେ ହଲ୍ଲାବୋଲ
·2 years ago

ଅର୍ଗସ ବ୍ୟୁରୋ : ସମ୍ବଲପୁର ସଦର ଥାନାରେ ହଲ୍ଲାବୋଲ । ଯୁଯୁମୁରା ବ୍ଲକ ଘେନୁପାଲିର ଶତାଧିକ ଲୋକଙ୍କୁ ଅଟକ ରଖିଛି ସମ୍ବଲପୁର ସଦର ପୋଲିସ । ତିନିଗୋଟି ବସରେ ଶତାଧିକ ଲୋକ ସମ୍ବଲପୁର ଜିଲ୍ଲାପାଳଙ୍କୁ ସନାତନପାଲି ସ୍କୁଲ ପାଚେରୀ ନିର୍ମାଣକୁ ନେଇ ଦାବିପତ୍ର ଦେବାକୁ ଯାଉଥିବା ବେଳେ ଧନକୌଡା ନିକଟରେ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ଥାନାକୁ ନେଇ ଆସିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: