Videos
|
Odisha

ଶତାଧିକ ମହିଳା ଚୋରା ମଦ କାରବାରକୁ ବିରୋଧ କରି ଜାତୀୟ ରାଜପଥ କଲେ ଅବରୋଧ

Jitendra Dash
Browse all articles by Jitendra Dash
·2 years ago
ଶତାଧିକ ମହିଳା ଚୋରା ମଦ କାରବାରକୁ ବିରୋଧ କରି ଜାତୀୟ ରାଜପଥ କଲେ ଅବରୋଧ

ଅର୍ଗସ ବ୍ୟୁରୋ : ଚୋରା ମଦ ବିରୋଧରେ ତାତିଲେ ମହିଳା । କେନ୍ଦ୍ରାପଡ଼ା ରାଜକନିକା ଥାନା  ଦେଉଳତରା ପାଟଣା ଗାଁର  ଶତାଧିକ ମହିଳା ଚୋରା ମଦକୁ କାରବାରକୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଦୀର୍ଘଦିନ ହେବ ସ୍ଥାନୀୟ ଅଞ୍ଚଳରେ ଖୁଲମ ଖୁଲା ଚୋରା ମଦ କରାବାର ହେଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କେବଳ ସେତିକି ନୁହେଁ ମଦ ପି ସ୍ୱାମୀ ମାନେ ସ୍ତ୍ରୀ କୁ ମାଡ଼ ମାରୁଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ଏତେ ମାତ୍ରାରେ ଚୋରା ମଦ କାରବାର ହେଉଥିବା ବେଳେ ଅବକାରୀ ବିଭାଗ ଜାଣି ପାରୁନି କେମିତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରିଲେ ମହିଳା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hundreds of women blocked the national highway to protest against the smuggling of liquor | Argus News