Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ତ୍ରୀ ହତ୍ଯା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago
ସ୍ତ୍ରୀ ହତ୍ଯା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ : ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ। ରାଜୁ ପାନାକୁ ଆଜୀବନ ଦଣ୍ଡଦେଶ । 2015 ମସିହା ଜୁନ 7 ତାରିଖ ଦିନ କାଳିଆ ପାନା (70) ଓ ତାଙ୍କ ସ୍ତ୍ରୀ ପୁନିଆ ପାନା (65) ଘରେ ଶୋଇ ଥିବା ବେଳେ ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହାଣି ହତ୍ୟାକରିଥିଲେ।ସ୍ବାମୀ ସ୍ତ୍ରୀ ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଆଜୀବନ ଦଣ୍ଡାଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ : ସ୍ତ୍ରୀ ର ଗଳା ଉପରେ ଚଢି ହତ୍ୟା କଲା ସ୍ବାମୀ

ଦଣ୍ଡାଦେଶ ଦେଲେ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍।2016ରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । 302 ଆଜୀବନ କାରାଦଣ୍ଡ ସହିତ 5000 ଟଙ୍କା ଜୋରିମାନା କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Husband sentenced to life imprisonment for murdering his wife | Argus News