ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ବାପାର ଚାକିରି ପାଇବ ଝିଅ
·1 year ago

ଅର୍ଗସ ବ୍ୟୁରୋ : ଏଣିକି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ବାପାର ଚାକିରି ପାଇବ ଝିଅ । ବିବାହିତ ଝିଅ ତଥା ନିର୍ଭରଶୀଳ ବିବାହିତା ଏବଂ ସାବତ ଝିଅଙ୍କୁ ନିଯୁକ୍ତି ପାଇଁ କ୍ୟାବିନେଟରେ ନିଷ୍ପତ୍ତି । ଥଇଥାନ ଯୋଜନାରେ ଝିଅଙ୍କୁ ମିଳିବ ଚାକିରି । ୩ଟି ପ୍ରସ୍ତବାକୁ କ୍ୟାବିନେଟ୍ ରେ ବାଜିଛି ମୋହର । ସରିଲା ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଗୋପାଳପୁର ବନ୍ଦଦରର ଉନ୍ନତି ନିମନ୍ତେ ବଡ ପଦକ୍ଷେପ ।
ଅଧିକ ପଢନ୍ତୁ ଓଡିଶା ଖବର
ଅଗ୍ନିବୀରଙ୍କ ପାଇଁ ରାଜ୍ୟରେ ରହିବ ୧୦ ପ୍ରତିଶତ ସଂରକ୍ଷଣ । ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦ ପ୍ରତିଶତ ସଂରକ୍ଷଣ । ସେହିପରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଅବିବାହିତ ଓ ସାବତ ଝିଅଙ୍କୁ ମିଳିବ ଚାକିରି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: