|
logo
Live
Argus News App
GET APP

Argus News - ମାଛ ବେପାରୀଙ୍କ ବ୍ରାଉନସୁଗାର କାରବାର

Odisha

ମାଛ ବେପାରୀଙ୍କ ବ୍ରାଉନସୁଗାର କାରବାର

Jitendra Dash
Browse all articles by Jitendra Dash
·2 years ago
ମାଛ ବେପାରୀଙ୍କ ବ୍ରାଉନସୁଗାର କାରବାର

ଅର୍ଗସ ବ୍ୟୁରୋ : ମାଛ ବେପାରୀଙ୍କ ବ୍ରାଉନସୁଗାର କାରବାର ।  ଭୁବନେଶ୍ୱରରେ ସପ୍ଲାଏ ପୂର୍ବରୁ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ତା ସହ ଜଳେଶ୍ଵର ଅଞ୍ଚଳର ଦୁଇ ବେପାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅଭିଯୁକ୍ତଙ୍କ ଠାରୁ ୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଦୁଇ ଅଭିଯୁକ୍ତ ହେଲା ସେକ ସାଜିରୁଦ୍ଦିନ ଓ ଆଜମେର ଖାନ । ମୁରସିଦାବାଦ ଅଞ୍ଚଳରୁ ମାଛ ଗାଡିରେ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମାଛ ବେପାରୀଙ୍କ ବ୍ରାଉନସୁଗାର କାରବାର | Argus News