Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ, ଆଜି ଯୁବ ସଂଗ୍ରାମ କାର୍ଯ୍ୟକ୍ରମରେ ଦେବେ ଯୋଗ

Jitendra Dash
Browse all articles by Jitendra Dash
·2 years ago
ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ, ଆଜି ଯୁବ ସଂଗ୍ରାମ କାର୍ଯ୍ୟକ୍ରମରେ ଦେବେ ଯୋଗ

ଅର୍ଗସ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୁବନେଶ୍ବରର ହୋଟେଲ ମେ ଫେୟାରରେ ଯୁବ ସଂଗ୍ରାମ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହାପରେ ଏନର୍ଜି ଫୋରମ ପକ୍ଷରୁ ଆୟୋଜିତ ପୂର୍ବୋଦୟ ପ୍ରସପେକ୍ଟିଭର ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅପରାହ୍ନରେ ମୁଣ୍ଡୁଳିର ଜବାହାର ନବୋଦୟ ବିଦ୍ୟାଳୟରେ ଫୁଟବଲ ଫର ସ୍କୁଲ୍ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସଂଧ୍ୟାରେ ଅନୁଗୋଳର ନାଲ୍କୋ ଗେଷ୍ଟ ହାଉସରେ ରାତ୍ରି ଯାପନ କରିବେ । ଆସନ୍ତାକାଲି ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Odisha, the Union Minister will join the juba sangram program today | Argus News