ଆଇଟି ରେଡ୍ : ଆଲମିରାରୁ ମିଳିଲା ୩୫୦ କୋଟି, ମାଟିତଳେ ଥିବା ସନ୍ଦେହ
·2 years ago

ବଲାଙ୍ଗୀର : ଚାଲିଛି ଆଇଟି ରେଡ୍ । ମଦ ବେପାରୀଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା। ଯେଉଁ ଟଙ୍କା ଏବେ ଟଙ୍କା ମେସିନ ମଧ୍ୟ ଗଣିବାକୁ ସକ୍ଷମ ହେଉନି । ବଲାଙ୍ଗୀରରେ ଆଇଟି ରେଡ୍ ଟିମ ଦେଶୀ ମଦଭାଟିରୁ ଜବତ କରିଛି ଟଙ୍କା । ଆଇଟି ବିଭାଗ ଆଲମିରାରେ ଥିବା ଟଙ୍କା ଜବତ କରିଛି। ଦେଶୀମଦଭାଟି ପରିସରରେ ଚଢାଉ କରି ଆୟକର ଟିମ୍ ୩୫୦କୋଟିରୁ ଅଧିକ ଟଙ୍କା ଜବତ କରିଛି। ଏବେ ବି ମାଟିଭିତରେ ଆହୁରି ସୁନା ଓ ଟଙ୍କା ଥିବା ନେଇ ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ : ଗଣତିରେ ଲାଗିଥିଲେ 50 କର୍ମଚାରୀ, 25 ମେସିନ
ଏହା ପୂର୍ବରୁ ଅନ୍ୟକ ମଦ ବ୍ୟବସାୟୀଙ୍କ ଘରୁ ୩୦୦ କୋଟି ଜବତ କରିଥିଲା ପୋଲିସ । ତେବେ ଏ ସମ୍ପୃକ୍ତ ଘଟଣାରେ ବିଜେଡିର ଲିଙ୍କ ଥିବା ସୂଚନା ମିଳିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: