ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ଅତିଥି ମାନଙ୍କ ସହ ଯୋଗଦେବେ ପଦ୍ମଶ୍ରୀ ବାବା ବଳିଆ
·2 years ago

ଅର୍ଗସ ବ୍ୟୁରୋ : ଆସନ୍ତା ସୋମବାର ( ୧୫.୧.୨୦୨୪) ଦିନ ଯାଜପୁର ଜିଲ୍ଲା ଜାରକାରେ ଆରମ୍ଭ ହେବାକୁ ଯାଉଛି ଶ୍ରୀ ସତ୍ୟନାରୟଣ ପାଲାକାର ସଂଘର ବିଂଶତମ ବାର୍ଷିକ ସମ୍ମିଳନୀ । ଏହି ସମ୍ମିଳନୀ ଜରିଆରେ ଲୋକଙ୍କୁ ଦିବ୍ୟ ଞ୍ଜାନର ଆଲୋଚନା କରାଯିବା ସହିତ ଲୋକଙ୍କୁ ଧର୍ମ ମାର୍ଗରେ ଚାଲିବାକୁ ପରାମର୍ଶ ଦିଆଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ଅତିଥି ମାନଙ୍କ ସହିତ ପଦ୍ମଶ୍ରୀ ବାବା ବଳିଆଙ୍କ ସନ୍ନିଧ୍ୟ ମଧ୍ୟ ମିଳିବ । ଏହି ସମ୍ମିଳନୀ ଆସନ୍ତା ସୋମବାରରୁ ଆରମ୍ଭ ହୋଇ ମଙ୍ଗଳ ବାର ପର୍ଯ୍ୟନ୍ତ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ସତ୍ୟନାରୟଣ ପାଲାକାର ସଂଘର ସଭାପତି ଦାଶରଥି ମିଶ୍ର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: