Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣିପାଇଁ ପ୍ରତିବାଦ କରିବାରୁ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ

Odisha

ପାଣିପାଇଁ ପ୍ରତିବାଦ କରିବାରୁ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ

Jitendra Dash
Browse all articles by Jitendra Dash
·2 years ago
ପାଣିପାଇଁ ପ୍ରତିବାଦ କରିବାରୁ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ

ଅର୍ଗସ ବ୍ୟୁରୋ : ଆଇନ ମନ୍ତ୍ରୀଙ୍କ ଅମାନବୀୟ କାଣ୍ଡ । ପାଣିପାଇଁ ପ୍ରତିବାଦ କରିବାରୁ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ ମ। ପ୍ରତି ଆକ୍ରମଣ କଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ରଘୁବାରି ଅଞ୍ଚଳରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ଜଗନ୍ନାଥ ସାରକା ଉପାନ୍ତ ଅଞ୍ଚଳ କୁହାଯାଇଥିବା ରଘୁବାରି ଅଞ୍ଚଳକୁ ଏକ କାର୍ଯ୍ୟକ୍ରମକୁ ଯାଉଥିଲେ । ଏହି ସମୟରେ ପାଣି ପାଇଁ ଆନ୍ଦୋଳନ କରିଥିଲେ ରଘୁବାରି ଅଞ୍ଚଳବାସୀ । ଏହି ସମୟରେ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Jagannath Saraka was attacked by the gang for protesting for water | Argus News