Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୮ ରେ ଓଡିଶା ଆସୁଛନ୍ତି ଜେ.ପି. ନଡ୍ଡା

Swayangprajna Mishra
Browse all articles by Swayangprajna Mishra
·2 years ago
୨୮ ରେ ଓଡିଶା ଆସୁଛନ୍ତି ଜେ.ପି. ନଡ୍ଡା

ଅର୍ଗସ ବ୍ୟୁରୋ : ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା । ୨୮ ତାରିଖ ଦିନ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଗସ୍ତରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ପ୍ରଥମେ ବ୍ରହ୍ମପୁର ଯିବେ ଓ ତାପରେ ନବରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ : ଭାଷଣ ଆରମ୍ଭରୁ ବର୍ଷିଲେ ଶାହ : କହିଲେ, ନବୀନ ସରକାରକୁ ଉଠାଇ ଫୋପାଡିବାକୁ ପଡ଼ିବ

ବ୍ରହ୍ମପୁରରେ ନଡ୍ଡା କରିବେ ବିଶାଳ ଜନସଭା । ତାପରେ ନବରଙ୍ଗପୁର କର୍ମୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ସୂଚନା ଦେଇଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
JP nadda is coming to Odisha on 28th april | Argus News