Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ଶବ ରଖି ରାସ୍ତା ଅବରୋଧ

Odisha

ଉତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ଶବ ରଖି ରାସ୍ତା ଅବରୋଧ

Jitendra Dash
Browse all articles by Jitendra Dash
·2 years ago
ଉତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ଶବ ରଖି ରାସ୍ତା ଅବରୋଧ

ଅର୍ଗସ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଗଡ଼ିଆଜୋର୍ ବନ୍ଧପଡ଼ା ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଉକ୍ତ ଗାଁର ଲକ୍ଷ୍ମୀଧର ନାଏକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେ ରାସ୍ତା କଡ଼ରେ ବସି ଥିବା ସମୟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା । ବୃଦ୍ଧ ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ତେବେ ଉତ୍ୟକ୍ତ ଗ୍ରାମବାସୀ ମାନେ ବୃଦ୍ଧଙ୍କ ଶବକୁ ରଖି କ୍ଷତିପୂରଣ ଦାବିରେ ଧର୍ମଗଡ ଆମପାଣି ବିଜୁ ଏକ୍ସପ୍ରେସ ରାସ୍ତାକୁ ଅବରୋଧ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
kalahandi road accident case | Argus News