କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
·2 years ago

ଅର୍ଗସ ବ୍ୟୁରୋ : ବିଜୁ ଏକ୍ସପ୍ରେସ ୱେ ରାସ୍ତା ପାଇଁ ଜମି ଅଧିଗ୍ରହଣ କ୍ଷତିପୂରଣ ପାଇନଥିବା ହିତାଧିକାରୀଙ୍କ ରାସ୍ତା ଅବରୋଧ । ଦୀର୍ଘ ଦିନରୁ ବିଜୁ ଏକ୍ସପ୍ରେସ ରାସ୍ତା ପାଇଁ ଜମି ଅଧିଗ୍ରହଣ ସହ ରାସ୍ତା କାମ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏବେ ଯାଏଁ ମଧ୍ୟ ରାଜ୍ୟ ସରକାର ହିତାଧିକାରୀଙ୍କୁ କ୍ଷତିପୂରଣ ନଦେବା ଅଭିଯୋଗ ଆସିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ରୁ ନୂଆପଡା ଜିଲ୍ଲାକୁ ସଂଯୋଗ ହୋଇଛି ବିଜୁ ଏକ୍ସପ୍ରେସ ୱେ । ତେବେ ଭୁର୍ଷାଗୁଡା ନିକଟରେ ଜମି ଅଧିଗ୍ରହଣ ଦୀର୍ଘବର୍ଷ ପରେ ମଧ୍ୟ କ୍ଷତିପୂରଣ ରାଶି ପାଇ ନଥିବାରୁ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ପରିବାର ଲୋକେ ରାସ୍ତା ଅବରୋଧ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: