Kalinga Ghati Landslide / ରାସ୍ତା ଉପରେ ବିରାଟ ବଡ଼ ପଥର; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଘାଟିରାସ୍ତାରେ ଭୂସ୍ଖଳନ
·1 day ago·2 min read

Key Points
ବାତ୍ୟା ପରେ ପ୍ରକୃତିର ତାଣ୍ଡବ
କଳିଙ୍ଗା ଘାଟିରେ ଭୂସ୍ଖଳନ
ସାଲୁର-ଶୁଙ୍କି ଘାଟିରେ ବି ଖସିଲା ମାଟି ଅତଡ଼ା
କଳିଙ୍ଗା ଘାଟିରେ ଭୂସ୍ଖଳନ
ସାଲୁର-ଶୁଙ୍କି ଘାଟିରେ ବି ଖସିଲା ମାଟି ଅତଡ଼ା
ଗଞ୍ଜାମ/କୋରାପୁଟ: ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପରେ ଦକ୍ଷିଣ ଓଡ଼ିଶାରେ ଭୟଙ୍କର ସ୍ଥିତି । ଲଗାଣ ବର୍ଷାରେ କୋରାପୁଟ, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାଗୁଡ଼ିକରେ ବନ୍ୟା ସ୍ଥିତି । ଯୁଆଡ଼େ ଦେଖିବେ ଖାଲି ପାଣି ଆଉ ପାଣି । ଚତୁର୍ଦ୍ଦିଗ ସମୁଦ୍ରର ଭ୍ରମ ସୃଷ୍ଟି କରିଛି । ଜାତୀୟ ରାଜପଥରେ ଚାଲୁଛି ବନ୍ୟା ପାଣି । ଏପଟେ ଘାଟି ରାସ୍ତାରେ ଭୂସ୍ଖଳନ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । କଳିଙ୍ଗା ଓ ସାଲୁର-ଶୁଙ୍କି ଘାଟି ସମେତ ତପ୍ତପାଣି ନିକଟରେ ଭୂସ୍ଖଳନ ହୋଇଛି ।
ପଢନ୍ତୁ ଏହି ଖବର: MKCGରେ ବଡ଼ ଅଘଟଣ... କର୍କଟ ୱାର୍ଡରେ ଖସିଲା ସିଲିଂ
- କଳିଙ୍ଗା ଘାଟିରେ ଭୂସ୍ଖଳନ
- ସାଲୁର-ଶୁଙ୍କି ଘାଟିରେ ଭୂସ୍ଖଳନ
ପଢନ୍ତୁ ଏହି ଖବର: MKCGରେ ବଡ଼ ଅଘଟଣ... କର୍କଟ ୱାର୍ଡରେ ଖସିଲା ସିଲିଂ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ତପ୍ତପାଣି ନିକଟରେ ଭୂସ୍ଖଳନ
Related Topics
Explore more stories