Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବରଯାତ୍ରୀଙ୍କ ମସ୍ତିରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ

Odisha

ବରଯାତ୍ରୀଙ୍କ ମସ୍ତିରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ

Jitendra Dash
Browse all articles by Jitendra Dash
·2 years ago
ବରଯାତ୍ରୀଙ୍କ ମସ୍ତିରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ

ଅର୍ଗସ ବ୍ୟୁରୋ : ପଟ୍ଟାମୁଣ୍ଡାଇ ବଡପଡା ମାହାନ୍ତି ସାହିରେ ବର ବାହାରିବା ବେଳେ ଘଟିଲା । ପେଟ୍ରୋଲ ଜାରରୁ ନିଆଁ ଲାଗି ଜଳିଗଲା ଘର । ସେହି ନିଆଁରେ ଜୀବନ୍ତ ଜଳିଗଲେ ୫ ବର୍ଷର ଶିଶୁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଉ ୩ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kendrapara Fire case | Argus News