ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ୧୭କୋଟିର ନୋଟିସ
·2 years ago·1 min read

ଅର୍ଗସ ବ୍ୟୁରୋ : ଆଇଟି ସ୍କାନରରେ କୃଷି ସମବାୟ ସମିତି । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ୧୭କୋଟିର ନୋଟିସ । କଟକ ସମବାୟ ବ୍ୟାଙ୍କ ରାଜକନିକା ଶାଖା ଅଧୀନରେ ରହିଛି ୧୬ଟି ପାକ୍ସ । ଏହି ୧୬ଟି ପାକ୍ସ ଅର୍ଥ କାରବାର ସମ୍ପର୍କରେ ସୂଚନା ପାଇବା ପରେ ପଦକ୍ଷେପ ନେଇଛି ଆୟକର ବିଭାଗ । ପ୍ରଥମେ ୧୬ଟି ପାକ୍ସକୁ ତଦନ୍ତ କରିବା ସହିତ ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ଚେକ କରିବା ପରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆୟକର ବିଭାଗ ନୋଟିସ ଅନୁସାରେ ଦେଉଳି ପାକ୍ସ କଟକ ସମବାୟ ବ୍ୟାଙ୍କ ରାଜକନିକା ଶାଖାରେ ୩ଟି ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଅର୍ଥ କରାବାର ହେଉଥିବା ଜାଣିବାକୁ ପାଇଥିଲେ । ଏହି ସବୁ କରାବାରରୁ ଟିକସ ଫାଙ୍କି ହେଉଥିବା ଜାଣିବା ପରେ ପ୍ରଥମ ଦେଉଳି ପାକ୍ସକୁ ନୋଟିସ ଜାରି କରିଥିଲେ ସୁଦ୍ଧା କୌଣସି ଉତ୍ତର ଦେଇ ନଥିବାରୁ ଆୟକର ବିଭାଗ ଦେଉଳି ପାକ୍ସକୁ ୧୭ କୋଟି ଟଙ୍କାର ଜୋରିମାନା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: