Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

Odisha

୫ ଜଣଙ୍କୁ ଆଜୀବନ କାରାଦଣ୍ଡ

Jitendra Dash
Browse all articles by Jitendra Dash
·2 years ago
୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ଅର୍ଗସ ବ୍ୟୁରୋ : ୫ ଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶୁଣାଇଲେ ରାୟ । ୨୦୨୦ ମସିହାର ହତ୍ୟାକାଣ୍ଡର ଐତିହାସିକ ରାୟ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସିମୁଳିଆ ଗ୍ରାମର କୁସୁମ ସ୍ୱାଇଁଙ୍କୁ ପାରିବାରିକ ତଥା ଜମିଜମା ଶତ୍ରୁତାକୁ କାରଣରୁ ଗାଁର ୫ ଜଣ ମାରାଣସ୍ତ୍ରରେ ହାଣି ନିର୍ମମ ହତ୍ୟା କରିଥିଲେ । ଏହି ଘଟଣାର ରାୟ ଆଜି ପ୍ରକାଶ ପାଇଛି । ଆସାମୀ ଶିବ ପ୍ରସାଦ ସ୍ୱାଇଁ, ପରୀକ୍ଷିତ ସ୍ୱାଇଁ, ଦିଲ୍ଲୀପ ନାୟକ, କିଶୋର କୁମାର ଜେନା ଓ ନଳିନୀପ୍ରଭା ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Kendrapara Murder case judgement | Argus News