|
logo
Live
Argus News App
GET APP

Argus News - ବରଯାତ୍ରୀ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ବର ଓ କନିଆଁ ଅଟକ

Odisha

ବରଯାତ୍ରୀ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ବର ଓ କନିଆଁ ଅଟକ

Jitendra Dash
Browse all articles by Jitendra Dash
·2 years ago
ବରଯାତ୍ରୀ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ବର ଓ କନିଆଁ ଅଟକ

ଅର୍ଗସ ବ୍ୟୁରୋ : ବରଯାତ୍ରୀଙ୍କ ଉନ୍ମତ କାଣ୍ଡ । ହଟହଟ୍ଟା ହେଲେ ବର ଓ କନିଆଁ । କେନ୍ଦ୍ରାପଡ଼ା ରାଜନଗର କଏଥା ଗାଁରେ ବର ଓ କନିଆଁକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଯଦୁଚନ୍ଦ୍ରପୁର ଗାଁର ମାନସ ରାଉଳଙ୍କ କଏଥା ଗାଁର ପ୍ରତିମାଙ୍କ ସହ ବାହାଘର ସମୟରେ ଘଟିଛି ଅଭାବନୀୟ ଘଟଣା । 

ଅଧିକ ପଢନ୍ତୁ ଓଡ଼ଶା ଖବର

ବିବାହ ପ୍ରୋସେସନ ସମୟରେ ବର ପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ଯାହା ଏବେ ଉଗ୍ର ରୂପ ନେଇଛି । ଉତ୍ୟକ୍ତ ହୋଇ କନ୍ୟା ପକ୍ଷ ଲୋକଙ୍କ ଅଟୋ ଜାଳି ଦେଇଛନ୍ତି ବରଯାତ୍ରୀ । ଯେଉଁଥିପାଇଁ ବର ଓ କନିଆଁକୁ ଗାଁରେ ଅଟକ ରଖିଛନ୍ତି ଲୋକେ । ଘଟଣା ଜଣାପଡ଼ିବା ପରେ ରାଜନଗର ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବରଯାତ୍ରୀ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ବର ଓ କନିଆଁ ଅଟକ | Argus News