Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନୀ ସଭାରେ ପୁଷ୍ପଗୁଚ୍ଛ ଦେବା ସହ ହୁଳହୁଳି ପକାଇଥିବା ଅଭିଯାଗ

Jitendra Dash
Browse all articles by Jitendra Dash
·2 years ago
ନିର୍ବାଚନୀ ସଭାରେ ପୁଷ୍ପଗୁଚ୍ଛ ଦେବା ସହ ହୁଳହୁଳି ପକାଇଥିବା ଅଭିଯାଗ

ଅର୍ଗସ ବ୍ୟୁରୋ : ଆଦର୍ଶ ଆଚରଣ ଵିଧି ଉଲଘଂନ ଅଭିଯୋଗରେ ଦୁଇ ଜଣ ମିଶନଶକ୍ତିର ସିଆରପିଙ୍କୁ ନିଲମ୍ବିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳସଙ୍ଗା ପଞ୍ଚାୟତରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରୋଡ଼ ସୋ ଓ ଶକ୍ତି ପ୍ରଦର୍ଶନ ପ୍ରଦର୍ଶନ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଥିରେ ସିଆରପି ନର୍ମଦା ବସନ୍ତିଆ ଓ ପୁଷ୍ପାଞ୍ଜଳୀ ମହାନ୍ତି ଅତନୁଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ ହୁଳହୁଳି ପକାଇ ଥିଲେ । ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kendrapara Violation of Code of Conduct | Argus News