Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାଳବୈଶାଖୀର ତାଣ୍ଡବ : ମାର୍ଶାପାଳ ଗାଁରେ ଉଜୁଡିଲା ସୁନାର ଫସଲ

Odisha

କାଳବୈଶାଖୀର ତାଣ୍ଡବ : ମାର୍ଶାପାଳ ଗାଁରେ ଉଜୁଡିଲା ସୁନାର ଫସଲ

Jitendra Dash
Browse all articles by Jitendra Dash
·2 years ago
କାଳବୈଶାଖୀର ତାଣ୍ଡବ : ମାର୍ଶାପାଳ ଗାଁରେ ଉଜୁଡିଲା ସୁନାର ଫସଲ

ଅର୍ଗସ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ କାଳବୈଶାଖୀର ତାଣ୍ଡବ । ଭାଙ୍ଗିଲା ଘର ଉଜୁଡିଲା ଫସଲ । କୁଆପଥର ମାଡ଼ରେ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ । ଧକୋଠା ପଞ୍ଚାୟତ ମାର୍ଶାପାଳ ଗାଁରେ ଦାଉ ସାଜିଛି କାଳବୈଶାଖୀ । କୁଆପଥର ମାଡ଼ରେ କିଛି ଲୋକଙ୍କ ଘର ଆଜବେଷ୍ଟ ଭାଙ୍ଗି ଯାଇଛି । ସେପଟେ ଫସଲ ନଷ୍ଟ ହେବାଫଳରେ ଚିନ୍ତାରେ ଚାଷୀକୂଳ । କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
kendujhar Kalbaisakhi | Argus News