Kendujhar Development / କେନ୍ଦୁଝରରେ ବିକାଶର ନୂଆ ଶୁଭାରମ୍ଭ; ଏକାଧିକ ବିକାଶମୂଳକ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
·1 hour ago·2 min read

Key Points
କେନ୍ଦୁଝରରେ ବିକାଶର ନୂଆ ଶୁଭାରମ୍ଭ
କୃଷି, ସ୍ୱାସ୍ଥ୍ୟ ଓ ଆର୍ଥିକ ସଶକ୍ତୀକରଣକୁ ମିଳିବ ନୂଆ ଗତି
ଏକାଧିକ ବିକାଶମୂଳକ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କୃଷି, ସ୍ୱାସ୍ଥ୍ୟ ଓ ଆର୍ଥିକ ସଶକ୍ତୀକରଣକୁ ମିଳିବ ନୂଆ ଗତି
ଏକାଧିକ ବିକାଶମୂଳକ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର ବିକାଶର ନୂଆ ଫର୍ଦ୍ଦ । ଚାଷୀଙ୍କ କ୍ଷେତକୁ ପାଣି, ଗାଁ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଆଉ ହାତପାହାନ୍ତାରେ ବ୍ୟାଙ୍କିଂ ସୁବିଧା । ନିଜ ମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ବିକାଶ ଭେଟି । କେବଳ ମେଗା ଲିଫ୍ଟ ଇରିଗେସନ୍ ପାଇଁ ୧୧୮ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ନୁହେଁ, ଝୁମ୍ପୁରାରେ ଉଦ୍ଘାଟିତ ହୋଇଛି ନୂଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା ସବୁ କ୍ଷେତ୍ରରେ କେନ୍ଦୁଝର ଆଗକୁ ବଢ଼ିବାକୁ ଯାଉଛି ।
ପଢନ୍ତୁ ଏହି ଖବର: ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ ! ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ଭତ୍ତା
- ମେଗା ଜଳସେଚନ ପ୍ରକଳ୍ପ ଉଦଘାଟିତ
ପାହାଡ଼ିଆ ଓ ମାଳ ଅଞ୍ଚଳରେ ଜଳସେଚନ ସୁବିଧାର ସମ୍ପ୍ରସାରଣ ଦ୍ୱାରା କୃଷି କ୍ଷେତ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଶୁଷ୍କ ଜମିକୁ ଜଳସେଚନର ସୁବିଧା ମିଳିବ। https://t.co/ZYYcTtk9yo
— CMO Odisha (@CMO_Odisha) November 7, 2026
- ବହୁବିଧ ଫସଲ ଚାଷ ହେବା ସହାୟକ
ପଢନ୍ତୁ ଏହି ଖବର: ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ ! ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ଭତ୍ତା
- ନୂଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଉଦଘାଟିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories