Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ

Jitendra Dash
Browse all articles by Jitendra Dash
·2 years ago
୪ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ

ଅର୍ଗସ ବ୍ୟୁରୋ : କେନ୍ଦୁଝର ଟାଉନ୍ ଥାନା ଜୁଡ଼ିଆ ଘାଟି ନିକଟ ସାମଲ ମୋଟରସ୍ ସମ୍ମୁଖରେ ଦୁର୍ଘଟଣା । ୪ଟି ବାଇକକୁ ଧକ୍କା ଦେଲା ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ । ୪ଟି ବାଇକ୍ ଭାଙ୍ଗି ଚୁରମାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୮ ଜଣ ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର । ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆଜି ସକାଳେ ଲୁହାପଥର ବୋଝେଇ ଟ୍ରକଟି  ଦ୍ରୁତଗତିରେ ଆସି ପ୍ରଥମେ ୩ଟି ଟ୍ରକକୁ ଧକ୍କା ଦେଇଥିଲା। ପରେ ୪ ଜଣ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
keonjhar road accident | Argus News