Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସନ୍ଧ୍ୟାରେ ଘରେ ପଢୁଥିବା ବେଳେ ଛୁରା ମାଡ କରି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ

Odisha

ସନ୍ଧ୍ୟାରେ ଘରେ ପଢୁଥିବା ବେଳେ ଛୁରା ମାଡ କରି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ

Jitendra Dash
Browse all articles by Jitendra Dash
·2 years ago
ସନ୍ଧ୍ୟାରେ ଘରେ ପଢୁଥିବା ବେଳେ ଛୁରା ମାଡ କରି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ : ଖୋର୍ଦ୍ଧା ଜଟଣୀରେ ନାବାଳକକୁ ହତ୍ୟା । ସନ୍ଧ୍ୟାରେ ଘରେ ପଢୁଥିବା ବେଳେ ଛୁରା ମାଡ କରି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ  । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ ପରିବାର ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ମୃତକ ନବମ ଶ୍ରେଣୀର ଛାତ୍ର ଶୁଭମ୍ ସ୍ବରୂପ ପାଲଟା ସିଂହ । ତେବେ କିଏ କାହିଁକି ଶୁଭମଙ୍କୁ ହତ୍ୟା କଲା ତାହା ଜଣାପଡ଼ି ନାହିଁ । ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
khordha jatni murder case | Argus News