Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଦର୍ଶନ କରି ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଆକାଶ ଦାସ ନାୟକ

Jitendra Dash
Browse all articles by Jitendra Dash
·2 years ago·1 min read
ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଦର୍ଶନ କରି ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଆକାଶ ଦାସ ନାୟକ

ଅର୍ଗସ ବ୍ୟୁରୋ : ଆଜି ଆକାଶ ଦାସ ନାୟକ ନିଜର ସମର୍ଥକମାନଙ୍କ ସହ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ଆର୍ଶୀବାଦ ନେବା ସହ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆକାଶ ପୂର୍ବରୁ କୋରେଇର ବିଧାୟକ ଭାବେ କାର୍ଯ୍ୟ କରିଥିଲେ, ଚଳିତ ନିର୍ବାଚନରେ ମଧ୍ୟ ତାଙ୍କୁ ନିଜର ଜନ୍ମମାଟିରେ ଜନସାଧାରଣ ଭରସା କରି ବିଜୟୀ କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।

ଆକାଶ ଦାସ ନାୟକ ନିଜର ସମର୍ଥକମାନଙ୍କ ସହ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରିଛନ୍ତି । ଆକାଶ ପୂର୍ବରୁ କୋରେଇର ବିଧାୟକ ଭାବେ କାର୍ଯ୍ୟ କରି ଲୋକଙ୍କ ପ୍ରିୟ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ତାଙ୍କୁ ଜନ୍ମ ମାଟିରେ ଜନସାଧାରଣ ଭରସା କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବିଜେଡି ଛାଡି ବିଜେପିରେ ମିଶିବା ପରେ କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ଆକାଶ ଦାସ ନାୟକ ବିଜେପିରୁ ଟିକେଟ ପାଇଛନ୍ତି । କୋରେଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତି ଓ ତାଙ୍କ ସମର୍ଥକ ଆକାଶଙ୍କୁ ସ୍ୱାଗତ କରିଛନ୍ତି । ବ୍ୟାସନଗର ପୌର ପରିଷଦ ମୁଣ୍ଡମାଳ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀ ମାନଙ୍କୁ ଭେଟିଛନ୍ତି ଆକାଶ । 

Sponsored
Korei BJP MLA candidate Akash Das Naik came down to the election field | Argus News