Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଟିଆରେ ଆନ୍ଧ୍ରର ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅନୁପ୍ରବେଶ

Jitendra Dash
Browse all articles by Jitendra Dash
·2 years ago
କୋଟିଆରେ ଆନ୍ଧ୍ରର ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅନୁପ୍ରବେଶ

ଅର୍ଗସ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅନୁପ୍ରବେଶ । ବାରମ୍ବାର ସୀମାନ୍ତବାସୀଙ୍କୁ ଭ୍ରମିତ କରୁଛନ୍ତି ଆନ୍ଧ୍ର ସରକାର । କୋରାପୁଟ କୋଟିଆରେ ଜାରି ରହିଛି ଆନ୍ଧ୍ରର ଅନୁପ୍ରବେଶ । ରାଜନୈତିକ ପ୍ରଚାର, ନିର୍ବାଚନ ପାଇଁ ମାନ୍ୟମ ଜିଲ୍ଲା ପ୍ରଶାସନଙ୍କ ପ୍ରେସମିଟ ପରେ ଏବେ କୋଟିଆରେ ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅନୁପ୍ରବେଶ । 

ଅଧିକ ପଢନ୍ତୁ ଓଡିଶା ଖବର

ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ତଳ ଗଞ୍ଜେଇପଦର ଓ ଉପର ଗଞ୍ଜେଇପଦର ଗ୍ରାମକୁ ମିଟର ବୋର୍ଡ଼ ଏବଂ ତାର ସଂଯୋଗ କରିଛନ୍ତି ଆନ୍ଧ୍ର ବିଦ୍ୟୁତ ବିଭାଗୀୟ ଅଧିକାରୀ । ଆନ୍ଧ୍ରର ଅବାଧ ଅନୁପ୍ରବେଶ ପରେ ବି କାହିଁକି ପ୍ରଶାସନ ଚୁପ୍ ବସିଛି ତାକୁ ନେଇ ଉଠିଛି ପ୍ରଶ୍ନ । 25 ବର୍ଷର ସ୍ଥିର ସରକାରର ନାହିଁ ଭାଷା, ସୀମା ପ୍ରୀତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kotia andhra issue | Argus News