Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ୍

Odisha

ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ୍

Jitendra Dash
Browse all articles by Jitendra Dash
·2 years ago
ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ୍

ଅର୍ଗସ ବ୍ୟୁରୋ : ଶିକାରୀ ଗୁଳିରେ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୋଡରେ କୁଳଡିହା ବନ ବିଭାଗ । ରାତି ଅଧିଆ କମ୍ବିଂ ଅପରେସନ କରିଛନ୍ତି ବନ ବିଭାଗର ଟିମ୍ । କୁଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଡେଉଁଚଖାଲ ଅଞ୍ଚଳରୁ ୬ ଜଣକୁ ଗିରଫ ସହ ତାଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। । ଗତକାଲି ବନ ବିଭାଗ ଓ ପୋଲିସ ପକ୍ଷରୁ ଏକ ମଲ୍ଲିବଣିଆ ଠାରେ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରି ୪ ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Kuldiha Forestry in action mode after forest staff critically injured in poacher's shooting | Argus News