Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ଲକ ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବା ପରେ ହଟିଲା ରାସ୍ତାଅବରୋଧ

Jitendra Dash
Browse all articles by Jitendra Dash
·2 years ago
ବ୍ଲକ ପ୍ରଶାସନିକ ଅଧିକାରୀ ବୁଝାସୁଝା କରିବା ପରେ ହଟିଲା ରାସ୍ତାଅବରୋଧ

ଅର୍ଗସ ବ୍ୟୁରୋ : ହଟିଲା ରାସ୍ତାରୋକ । ଗଞ୍ଜାମ ଜିଲ୍ଲା ରତନପୁରରେ ପାଣିପାଇଁ ମୁଖ୍ୟରାସ୍ତା ଅବରୋଧ କରିଥିଲେ ଶତାଧିକ ମହିଳା । ବ୍ଲକ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କରିବାପରେ ହଟିଲା ରାସ୍ତାଅବରୋଧ । ଗାଁକୁ ପାଣି ଆସୁନଥିବା ଅଭିଯୋଗରେ ରାସ୍ତାରୋକ ହୋଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ନେଇ ପ୍ରତିଶ୍ରୁତି ଦେଲେ ଅଧିକାରୀ। ସେପଟେ ଆଗକୁ ପାନୀୟ ଜଳର ସ୍ଥାୟୀ ସମାଧାନ ନହେଲେ ପୁଣି ଆନ୍ଦୋଳନର ଚେତାବନି ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ୨୫ ବର୍ଷର ବିଜେଡି ସରକାରରେ ଫେଲ ମାରିଛି ବସୁଧା ଯୋଜନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Locals stage road blockade demanding solution for resolving water shortage crisis in Berhampur | Argus News