Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାମା ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକସଭା ବାଚସ୍ପତି ଓମ ବିର୍ଲା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାମା ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକସଭା ବାଚସ୍ପତି ଓମ ବିର୍ଲା

ଅର୍ଗସ ବ୍ୟୁରୋ : ରାମା ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକସଭା ବାଚସ୍ପତି ଓମ ବିର୍ଲା। ସ୍ୱର୍ଗୀୟ ରାମଦାସ ଅଗ୍ରୱାଲଙ୍କ ବିଚାରଙ୍କୁ ସମ୍ମାନ ଜଣାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।କାର୍ଯ୍ୟକ୍ରମ ରେ ସଂମ୍ମାନିତ ଅତିଥି ଭାବରେ ଓଡିଶା ବିଧାନସଭା ର ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଢଙ୍ଗୀ ଯୋଗଦେଇଛନ୍ତି। 

ଅଧିକ ପଢନ୍ତୁ ଓଡିଶା ଖବର

କାର୍ଯ୍ୟକ୍ରମ ଅବସରରେ ଓମ ବିର୍ଲା କହିଛନ୍ତି  । ଓଡିଶାର କଳା,ସଂସ୍କୃତି ଓ ମନ୍ଦିର ଅଦ୍ଭୁତ ସ୍ୱର୍ଗୀୟ ରାମଦାସ ଅଗ୍ରୱାଲ ଗରିବ ଙ୍କ ପାଇଁ କାମ କରନ୍ତି ଏବଂ ତାଙ୍କ ଦିଆଯାଇଥିବା ବିଚାର ଆମକୁ ପ୍ରେରଣା ଦେଇଛି । ଓଡିଶାର ଖଣିଜ ପଦାର୍ଥ ଦେଶରେ ମୂଲ୍ୟରଖେ । ସାରା ଦେଶ ସମେତ ବିଭିନ୍ନ ଦେଶରେ ଓଡିଶା ର ଲୋକ ନିଜର କଠିନ ପରିଶ୍ରମ ଏବଂ ସଂସ୍କୃତି ବଳରେ ନିଜର ପରିଚୟ ତିଆରି କରିଛନ୍ତି...ଆସୁଥିବା ସମୟ ରେ ଓଡିଶା ଦେଶରେ ସବୁଠୁ ଅଧିକ ବେଗ ରେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ମଜବୁତ ହେବ । ଆଗାମୀ 10 ବର୍ଷ ଭିତରେ ଦୁନିଆ ର ସମସ୍ତ ଦେଶରେ ଭାରତୀୟ ମାନେ ନିଜର ଅଂଶଦାନ ରଖିବେ । ଦେଶକୁ ଆଗକୁ ବଢ଼ାଇବା ପାଇଁ ଆମ ସମସ୍ତ ଙ୍କ ଯୋଗଦାନ ରହିବା ଆବଶ୍ୟକ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lok Sabha Speaker Om Birla attended the program of Rama Foundation | Argus News