Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ , ଜଣେ ମୃତ , ଜଣେ ଗୁରୁତର

Odisha

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ , ଜଣେ ମୃତ , ଜଣେ ଗୁରୁତର

Swayangprajna Mishra
Browse all articles by Swayangprajna Mishra
·1 year ago
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ , ଜଣେ ମୃତ , ଜଣେ ଗୁରୁତର

ଅର୍ଗସ ବ୍ୟୁରୋ : ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ଗୁରୁତର ଏବଂ ଜଣେ ମୃତ୍ୟୁ ବରଣ କରିଛନ୍ତି । କେସିଙ୍ଗା ତେଲ ନଦୀ ରେଳ ବ୍ରିଜରେ ମାଲ ବାହୀ ଟ୍ରେନ ଯାଉଥିବା ବେଳେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରେମିକା ନାବାଳିକାର ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିବା ବେଳେ ପ୍ରେମିକ ଘନ ଶ୍ୟାମ ବାଗ ମୃତ୍ୟୁ ଶହ ଟିଟିଲାଗଡ ଡାକ୍ତରଖାନାରେ ସଂଗ୍ରାମ କରୁଛି।

ଅଧିକ ପଢନ୍ତୁ : ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା

ଟିଟିଲାଗଡ଼ ଜି ଆର ପି ର ତଦନ୍ତ ଆରମ୍ଭ ହୋଇଛି । ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ ଶେଷରେ ଏଭଳି ଅଭାବନିୟ ଘଟଣା ଘଟିଥିବା ନଜରକୁ ଆସିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Lovers suicide attempt, one dead, one in critical condition | Argus News