Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାନସିକ ବିକାରଗ୍ରସ୍ତ ଯୁବକର କଟୁରୀ ଚୋଟରେ ଜଣେ ମୃତ, ପୋଲିସର ତଦନ୍ତ ଜାରି

Jitendra Dash
Browse all articles by Jitendra Dash
·2 years ago·1 min read
ମାନସିକ ବିକାରଗ୍ରସ୍ତ ଯୁବକର କଟୁରୀ ଚୋଟରେ ଜଣେ ମୃତ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ : ଯାଜପୁର ସଦର ଥାନା ଜମଧର ଗାଁରେ ଅଭାବନୀୟ ଘଟଣା । ପାଗଳର କଟୁରୀ ଚୋଟରେ ଜଣେ ମୃତ । ମୃତକ ହେଲେ କାଳନ୍ଦୀ ମଲିକ । ପାଗଳ ସୁରେନ୍ଦ୍ର ବେହେରାକୁ  ଅଟକ ରଖିଛି ସଦର ପୋଲିସ । ଗତକାଲି ଠାରୁ ସେ କଟୁରୀ ଧରି ବୁଲିଥିବା ବେଳେ ଆଜି ସକାଳୁ କାଳନ୍ଦୀ  ସ୍ଥାନୀୟ ସରପଞ୍ଚଙ୍କୁ  ଦେଖା କରି ନିଜ ଘର ସ୍ଵପ୍ନେଶ୍ଵରପୁରୁକୁ ଫେରୁଥିବା ବେଳେ ଜମଧର ଗାଁରେ ହଟାତ୍ ପାଗଳ ସୁରେନ୍ଦ୍ର କଟୁରୀ ଧରି ଆକ୍ରମଣ କରିଥିଲେ କାଳନ୍ଦୀ ଉପରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହି ଠାରେ କଟୁରୀରେ କାଳନ୍ଦୀ ବେକକୁ ଆକ୍ରମଣ କରିଥିଲା ଘଟଣା ସ୍ଥଳରେ କାଳନ୍ଦୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବାପରେ ପାଗଳ ସୁରେନ୍ଦ୍ରକୁ କାବୁ କରିବା ସହ କଟୁରୀ ଟିକୁ ଜବଦ କରିବା ସହ  ଘଟଣାର ତଦନ୍ତ କରୁଛି ସଦର ଥାନା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mad man attack | Argus News