Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାହାଙ୍ଗା ଡବଲ ମର୍ଡର ମାମଲା : ସମୟ ମାଗିଲେ ପ୍ରତାପ

Jitendra Dash
Browse all articles by Jitendra Dash
·2 years ago
ମାହାଙ୍ଗା ଡବଲ ମର୍ଡର ମାମଲା : ସମୟ ମାଗିଲେ ପ୍ରତାପ

ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ ସମୟ ମାଗିଲେ ପ୍ରତାପ। 205 ପିଟିସନ ଜରିଆରେ ବ୍ୟକ୍ତିଗତ ହାଜିରାକୁ ବାଦ ଦେବା  ସହ 210 ପିଟିସନ ଜରିଆରେ ପ୍ରତାପ ଜେନାଙ୍କ ନାଁକୁ ମୂଳ ମାମଲା ସହ ଯୋଡିବା ଏହି ଉଭୟ ପିଟିସନ ଉପରେ ଉଭୟ ପକ୍ଷ ଓକିଲଙ୍କ ଉପସ୍ଥିତିରେ ଶୁଣାଣି ହେଲା। 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସାଲେପୁର jmfc କୋର୍ଟରେ ପ୍ରତାପ ଜେନାଙ୍କ ଓକିଲ ଉଭୟ ପିଟିସନପାଇଁ ଶୁଣାଣି  ଆଉ ଥରେ ସମୟ ମାଗିଲେ। ଯେହେତୁ ହାଇକୋର୍ଟରେ ବିଚାର ଧୀନ ଅଛି ସେଥିପାଇଁ ଆଉ ଅଧିକ ସମୟ ଦିଆଯାଉ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahanga double murder case | Argus News