Mahapanchuka Puri / ମହାପଞ୍ଚୁକର ମହାପୁଣ୍ୟ; ଭକ୍ତିରେ ଭିଜୁଛି ଶ୍ରୀକ୍ଷେତ୍ର, ହୋଇପାରିଲାନି ବାଙ୍କଚୂଡ଼ ବେଶ
·21 mins ago·2 min read

Key Points
ପଞ୍ଚୁକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼
ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ
ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ
ପୁରୀ: ଭକ୍ତିରେ ଭିଜୁଛି ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ । ଚକାଆଖିକୁ ଚାହିଁ ରାତି ପାହିଯାଉଛି, ହେଲେ ଭକ୍ତଙ୍କ ଆଖିରୁ ହଟୁନି କାଳିଆ ଠାକୁରଙ୍କ ମନୋହର ରୂପ । ଆଜି ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ବିଶ୍ୱନିୟନ୍ତା । ଭାବ ଓ ଭକ୍ତିର ଏହି ଅପୂର୍ବ ମିଳନ ଭିତରେ ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା । ତେବେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ।
ପଢନ୍ତୁ ଏହି ଖବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୨୯ଟି ପ୍ଲଟ୍ର ରେକର୍ଡ ଅଫ୍ ରାଇଟ୍ସ
- ରାତିସାରା ମହାପ୍ରଭୁ ଅନିଦ୍ରା
- ହୋଇପାରିନି ବାଙ୍କଚୂଡ଼ ବେଶ
ପଢନ୍ତୁ ଏହି ଖବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୨୯ଟି ପ୍ଲଟ୍ର ରେକର୍ଡ ଅଫ୍ ରାଇଟ୍ସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories