|
logo
Live

Argus News - ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ, ଶୋକ ବ୍ୟକ୍ତ କଲେ ମନମୋହନ ଓ ଜୟ ନାରାୟଣ ମିଶ୍ର

Odisha

ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ, ଶୋକ ବ୍ୟକ୍ତ କଲେ ମନମୋହନ ଓ ଜୟ ନାରାୟଣ ମିଶ୍ର

Banajyotshna Ray
Browse all articles by Banajyotshna Ray
·2 years ago
ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ, ଶୋକ ବ୍ୟକ୍ତ କଲେ ମନମୋହନ ଓ ଜୟ ନାରାୟଣ ମିଶ୍ର

ଅର୍ଗସ ବ୍ୟୁରୋ: ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି। ବିଳମ୍ବିତ ରାତି 3ଟା 25 ମିନିଟ ସମୟରେ ପରଲୋକ ହୋଇଥିବା ସୂଚନା। 67 ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି।  ନଭେମ୍ବର 10ରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଲଗାତାର 5 ଥର ବିଧାୟକ ହୋଇଥିଲେ ମହେଶ୍ବର ମହାନ୍ତି। ଏଖବର ପରେ ଓଡିଶା ରାଜନୀତିରେ ଦୁଃଖର ଛାଇ ଖେଳିଯାଇଛି।

ଅଧିକ ପଢନ୍ତୁ: ପରଲୋକରେ ମହେଶ୍ୱର ମହାନ୍ତି 

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକ ବ୍ୟକ୍ତ କରିଛନ୍ତି।  ଏହାସହ ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜନୀତି ଖବର ଆହୁରି ପଢନ୍ତୁ

Sponsored
ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ, ଶୋକ ବ୍ୟକ୍ତ କଲେ ମନମୋହନ ଓ ଜୟ ନାରାୟଣ ମିଶ୍ର | Argus News