Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାତିଲେ ଅଭିଭାବକ, ପରିଚାଳନା କମିଟି ଏବଂ ଛାତ୍ରଛାତ୍ରୀ

Jitendra Dash
Browse all articles by Jitendra Dash
·2 years ago
ତାତିଲେ ଅଭିଭାବକ, ପରିଚାଳନା କମିଟି ଏବଂ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ : ତେଜିଲା ପ୍ରଧାନଶିକ୍ଷକଙ୍କ ବିରୋଧରେ ଅସନ୍ତୋଷ । ତାତିଲେ ଅଭିଭାବକ, ପରିଚାଳନା କମିଟି ଏବଂ ଛାତ୍ରଛାତ୍ରୀ । ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ କରିଲେ ବିକ୍ଷୋଭ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ରାଢୋ ସରକାରୀ ଉଚ୍ଚ ବିଦ୍ୟାଳୟରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ମନ୍ତ୍ରୀ ବିଭିନ୍ନ ସମୟରେ ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟ କୁ ଆସିବା ସହିତ ବିଦ୍ୟାଳୟରେ ନିଜର ରାଜୁତି ଚଳାନ୍ତି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରନ୍ତି । ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mayurbhanj school issue | Argus News