Tiger Attack / ସାବଧାନ ମାତିଛି ମହାବଳ; ଦୁଇଟି ଗୋଡ଼କୁ ଛାଡ଼ି ମୁଣ୍ଡ ସହ ଖାଇଗଲା
·3 months ago·2 min read

Key Points
ଜଙ୍ଗଲ ଭିତରକୁ ଟାଣି ନେଲା ମହାବଳ ବାଘ
ରକ୍ତମୁଖା ହୋଇ ଜଙ୍ଗଲରେ ଟାଣି ଟାଣି ଖାଇଗଲା
ଦୁଇଟି ଗୋଡ଼କୁ ଛାଡ଼ି ମୁଣ୍ଡ ସହ ଖାଇଗଲା ମହାବଳ
ରକ୍ତମୁଖା ହୋଇ ଜଙ୍ଗଲରେ ଟାଣି ଟାଣି ଖାଇଗଲା
ଦୁଇଟି ଗୋଡ଼କୁ ଛାଡ଼ି ମୁଣ୍ଡ ସହ ଖାଇଗଲା ମହାବଳ
ହଠାତ ଝାମ୍ପ ମାରିଲା ବେକକୁ ଧରି ଟାଣି ନେଇ ପଳାଇଲା । ଜଙ୍ଗଲ ଭିତରେ ଅତି ଦୟନୀୟ ସ୍ଥିତିରେ ବୃଦ୍ଧଙ୍କୁ ମାରିଲା ମହାବଳ । ବୃଦ୍ଧଙ୍କ ଶରୀରକୁ ଭିଣିଭିଣି କରି ଖାଇଗଲା । ପେଟ ଭରିଗଲା ପରେ କେବଳ ଗୋଡ଼କୁ ଛାଡ଼ି ପଳାଇଛି ବାଘ । ଚାରିଆଡ଼େ ପଡ଼ିଛି ଶରୀର ଦେହାବଶେଷ । ଏମିତି ଜଙ୍ଗଲ ଭିତରେ ଆତଙ୍କ ଖେଳାଇଛି ମହାବଳ ବାଘ । ମଣିଷଖିଆ ବାଘ ଗର୍ଜନ କରି ଜଙ୍ଗଲ ଭିତରେ ବୁଲୁଛି । ଆହୁରି ଗୋଟିଏ ଶିକାର ଖୋଜୁଛି ମହାବଳ । ବୃଦ୍ଧଙ୍କୁ ଗୋଟା ଖାଇଯାଇଛି ମହାବଳ ।
ଏମିତି ଲୋମ ଟାଙ୍କୁରିଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ପାଖ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ । ଆଉ ଏଭଳି ଦୃଶ୍ୟକୁ ଦେଖିଲା ପରେ ଗାଁ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଜଙ୍ଗଲ ଭିତରେ ଲୋକମାନେ ବାଘ ଛାଡ଼ି ଯାଇଥିବା ଦୁଇଟି ଗୋଡ଼କୁ ଦେଖି ଡରିଯାଇଛନ୍ତି । ସେହି ଦୃଶ୍ୟ ଏତେ ସମ୍ବେଦନଶୀଳ ଯେ ଯାହାକୁ ଜଣେ ଦେଖିପାରିବା ଅସମ୍ଭବ । ପୂରା ଗାଁ ଜଙ୍ଗଲ ଭିତରେ ଗୋଡ଼କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ପଢନ୍ତୁ ଏହି ଖବର: ମଣିଷ-ବାଘ ଲଢ଼େଇ, ଜିତିଲା ମଣିଷ

- ଲୁଙ୍ଗିକୁ ଲାଗି ପଡ଼ିଛି ଅଧା ଖିଆ ଗୋଡ଼
ପଢନ୍ତୁ ଏହି ଖବର: ମଣିଷ-ବାଘ ଲଢ଼େଇ, ଜିତିଲା ମଣିଷ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଜଙ୍ଗଲରେ ପହଞ୍ଚି ତଦନ୍ତ କରୁଛି ପୋଲିସ
Related Topics
Explore more stories