ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟସ୍
·2 years ago

ଅର୍ଗସ ବ୍ୟୁରୋ : ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟସ୍ । ଗତକାଲି ସଂଧ୍ୟାରେ ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ତଥା ବିଶ୍ୱର ଅନ୍ୟତମ ଧନୀ ବିଲ୍ ଗେଟସ୍ ଭୁବନେଶ୍ୱରରେ ପହଞ୍ଚିଥିଲେ । ଆଜି କୃଷିଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ଗେଟସ୍ ।
ଅଧିକ ପଢନ୍ତୁ ଓଡିଶା ଖବର
ଗସ୍ତ ସମୟରେ ବିଲ୍ ଗେଟସ୍ ରାଜ୍ୟର ଚାଷୀ ଓ କୃଷି ଉଦ୍ୟୋଗୀଙ୍କୁ ମଧ୍ୟ ଭେଟି ପାରନ୍ତି । କୃଷି ସମୀକ୍ଷା କେନ୍ଦ୍ରର ପରିଚାଳନାକୁ ଅନୁଧ୍ୟାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିପାରନ୍ତି ବିଲ୍ ଗେଟସ୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: