Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାଇକୋର୍ଟ ଦେଲେ ଆଶ୍ବସ୍ତି, ଗିରଫ ହେବେନି ଅନୁଭବ

Odisha

ହାଇକୋର୍ଟ ଦେଲେ ଆଶ୍ବସ୍ତି, ଗିରଫ ହେବେନି ଅନୁଭବ

Swayangprajna Mishra
Browse all articles by Swayangprajna Mishra
·1 year ago
ହାଇକୋର୍ଟ ଦେଲେ ଆଶ୍ବସ୍ତି, ଗିରଫ ହେବେନି ଅନୁଭବ

କଟକ : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ଆଶ୍ୱସ୍ତି। ଅନୁଭବଙ୍କ ବିରୋଧ ରେ nbw ଉପରେ ରୋକ ଲଗାଇଲେ ହାଇକୋର୍ଟ। ଗିରଫ ହେବେନି ଅନୁଭବ । କଟକ jmfc କୋର୍ଟ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କ ଅଭିଯୋଗ ମାମଲାରେ ବାରମ୍ବାର ସମୟ ନେବାରୁ ଜାରି ହୋଇଥିଲା nbw । ତେବେ JMFCକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ ମହାନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଆଉ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି । ତଳ କୋର୍ଟ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି ଓଡିଶା ହାଇକୋର୍ଟ । ଅନୁଭଵଙ୍କ ପକ୍ଷରୁ ହାଇକୋର୍ଟର ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mla anubhav mohanty will not be arrested | Argus News