Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛନ୍ତି ହଇରାଣ

Jitendra Dash
Browse all articles by Jitendra Dash
·2 years ago
ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛନ୍ତି ହଇରାଣ

ଅର୍ଗସ ବ୍ୟୁରୋ : ମୋ ପୋଲିସର ଦାଦାଗିରି । ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛି ହଇରାଣ ।  ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ଘରେ ଟିଟିଲାଗଡ଼ ପୋଲିସ କରୁଛି ହଇରାଣ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନବୀନ ଜୈନଙ୍କ ପତ୍ନୀ ତଥା ଟିଟିଲାଗଡ ପୌରଧ୍ୟକ୍ଷା ମମତା ଜୈନ ଘରେ ଏକା ଥିବା ବେଳେ ବିନା କୌଣସି ମହିଳା ପୋଲିସଙ୍କ ଉପସ୍ଥିତିରେ ତାଙ୍କ ପତ୍ନୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mo police dadagiri | Argus News