Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ

Swayangprajna Mishra
Browse all articles by Swayangprajna Mishra
·2 years ago
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ  ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ

ନବରଙ୍ଗପୁର :  ଆଜି ନବରଙ୍ଗପୁର ବନ୍ଦ । ୬ ଦଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ।  ସ୍ବାସ୍ଥ୍ୟ, ଶିକ୍ଷା, ବେକାରୀ ସମସ୍ୟ ସମେତ ୬ ଦଫା ଦାବିରେ ବନ୍ଦ । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସକାଳ ୬ ରୁ ବନ୍ଦ ପାଳନ  କରାଯାଇଛି ।

ଅଧିକ ପଢନ୍ତୁ ଓଡିଶା ଖବର 

ଚାଉଁରିଆଗୁଡା , ମାଜିଗୁଡା ରାସ୍ତା ଅବରୋଧ କରାଯାଇଛି । ଯାହାଦ୍ବାରା ଗାଡି ଚଳାଚଳ ବନ୍ଦ ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nabarangpur 12 hours closed today | Argus News