Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ଅଲୋଡା ହେଲା ଶିଶୁକନ୍ୟା

Odisha

ପୁଣି ଅଲୋଡା ହେଲା ଶିଶୁକନ୍ୟା

Jitendra Dash
Browse all articles by Jitendra Dash
·2 years ago
ପୁଣି ଅଲୋଡା ହେଲା ଶିଶୁକନ୍ୟା

ଅର୍ଗସ ବ୍ୟୁରୋ : ପୁଣି ଅଲୋଡା ହେଲା ଶିଶୁକନ୍ୟା । ବଲାଙ୍ଗିର ମାଲପଡାରୁ ୩ମାସ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଭୃଣହତ୍ୟା କରାଯାଇଥିବା ଅଭିଯୋଗ ହେଉଛି । ତେବେ କିଏ ଓ କାହିଁକି ଶିଶୁକନ୍ୟାକୁ ନାଳରେ ଫିଙ୍ଗିଲା । ତାହା ଜଣାପଡିନାହିଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନାରୀଶକ୍ତି ଫାଉଣ୍ଡେସନର କର୍ମକର୍ତ୍ତା ପହଞ୍ଚିବା ପରେ ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ଅଧିକ ଖୋଲତାଡ କରୁଛି । ବାରମ୍ବାର ବଲାଙ୍ଗିର ସହର ସହ ଜିଲ୍ଲାରେ ଭୃଣହତ୍ୟା ଘଟଣା ସାମ୍ନାକୁ ଆସୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
new born baby girl rescued in Balangir | Argus News