ଅଶାନ୍ତ ନିମାପଡା
·2 years ago

ଅର୍ଗସ ବ୍ୟୁରୋ : ଅଶାନ୍ତ ନିମାପଡା । ନିମାପଡା ମହାବିଦ୍ୟାଳୟରରେ ଏନସିସି ଛାତ୍ରଛାତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ । ବିଜୁ ଛାତ୍ର ଜନତା ଦଳର କର୍ମୀମାନେ କଲେଜ ଭିତରେ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ । କଲେଜର ହୀରକ ଜୟନ୍ତୀ ସମୟରେ ଏନ୍ସିସି କ୍ୟାଡେଟ୍ ଛାତ୍ରଛାତ୍ରୀମାନେ ଶୃଙ୍ଖଳା ଦାୟିତ୍ବରେ ନିଯୋଜିତ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ ଅଣଛାତ୍ରମାନେ କଲେଜ ଭିତରେ ଧଶେଇ ପସିବା ସହ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରୁଥିଲେ । ଯାହାକୁ ଏନସିସି ଛାତ୍ରଛାତ୍ରୀ ବିରୋଧ କରିବାକୁ ବିଜେଡି ଛାତ୍ର କର୍ମୀ ମାନେ ପୋଲିସ୍ ଉପସ୍ଥିତିରେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଛାଟ୍ରଛାତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: