Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - OAS ରେଜଲ୍ଟ ; ଶ୍ବେତାଶ୍ରୀ ଟପ୍ପର

Odisha

OAS ରେଜଲ୍ଟ ; ଶ୍ବେତାଶ୍ରୀ ଟପ୍ପର

Swayangprajna Mishra
Browse all articles by Swayangprajna Mishra
·1 year ago
OAS ରେଜଲ୍ଟ ;  ଶ୍ବେତାଶ୍ରୀ ଟପ୍ପର

ଅର୍ଗସ ବ୍ୟୁରୋ :  ପ୍ରକାଶ ପାଇଲା OPSC ପରିଚାଳିତ OAS ରେଜଲ୍ଟ । ୨୦୨୨ର OAS ରେଜଲ୍ଟ ପ୍ରକାଶ ପାଇଛି । 683 ପରୀକ୍ଷାର୍ଥୀ କୃତକାର୍ଯ୍ୟ । ୬୮୩ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ 258 ମହିଳା । ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଶ୍ଵେତାଶୀ ମହାପାତ୍ର OAS ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଅଛନ୍ତି ପ୍ରିଙ୍କିଲ ପରବୀନ ପରିଡ଼ା ଏବଂ ଦୀପ୍ତିରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OAS RESULT PUBLISHED TODAY | Argus News