Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନନ୍ଦନକାନନରେ ଅମର, ଆକବର ଓ ଆନ୍ଥୋନୀ

Odisha

ନନ୍ଦନକାନନରେ ଅମର, ଆକବର ଓ ଆନ୍ଥୋନୀ

Jitendra Dash
Browse all articles by Jitendra Dash
·2 years ago
ନନ୍ଦନକାନନରେ ଅମର, ଆକବର ଓ ଆନ୍ଥୋନୀ

ଅର୍ଗସ ବ୍ୟୁରୋ : ନନ୍ଦନକାନନରେ ନୂଆ ଅତିଥି । ଜନ୍ମ ନେଲେ ୩ ସିଂହ ଶାବକ । ନାଁ ରଖାଗଲା ଅମର, ଆକବର, ଆନ୍ଥୋନୀ । ୭ ବର୍ଷୀୟ ସିଂହୀ ରେବା ଜନ୍ମ ନେଲେ ଶାବକ । ଏହି ତିନି ଶାବକଙ୍କୁ ରିଅରିଂ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ସିଂହୀ ରେବା ଓ ସିଂହ ଜିତଙ୍କ ମିଳନରୁ ଏହି ତିନି ଶାବକ ଜନ୍ମ ହୋଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha’s Nandankanan Welcomes 3 New Cubs Of Asiatic Lioness Rewa | Argus News