Odisha Assembly / ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ; ଆସିବ ୬ଟି ବିଲ୍
·1 hour ago·2 min read

Key Points
ବିଧାନସଭାର ମୌସୁମୀ ଅଧିବେଶନ
ପାରିତ ହୋଇପାରେ ବିଧାୟକଙ୍କ ଦରମା ବୃଦ୍ଧି ସଂଶୋଧିତ ବିଲ
ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନା ପାଇଁ ମାନସମନ୍ଥନ
ପାରିତ ହୋଇପାରେ ବିଧାୟକଙ୍କ ଦରମା ବୃଦ୍ଧି ସଂଶୋଧିତ ବିଲ
ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନା ପାଇଁ ମାନସମନ୍ଥନ
ଭୁବନେଶ୍ଵର: ଆସନ୍ତାକାଲି (ସେପ୍ଟେମ୍ବର ୨୨) ଠାରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ୯ଟି କାର୍ଯ୍ୟଦିବସ ରହିଥିବାବେଳେ ଆସିପାରେ ୬ଟି ବିଲ୍ । ତା' ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ। ଗୃହର ସୁପରିଚାଳନା ନେଇ ହୋଇଛି ଆଲୋଚନା । ଅନ୍ୟପଟେ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି। MMDR ବିଲ୍କୁ ନେଇ ମୋସନ୍ ଆଣିବାକୁ ବିଜେଡିର ଦାବି । ତେବେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଶାସକ ଦଳ । ମୌସୁମୀ ଅଧିବେଶନ ପୂର୍ବରୁ ତେଜିଲା ରାଜନୈତିକ ତାତି ।
ପଢନ୍ତୁ ଏହି ଖବର: ରାହୁଲ୍ ଗାନ୍ଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ; ତଥ୍ୟ ଦେଇ ଖୋଲିଦେଲେ ମୁଖା
- ବସିଲା ସର୍ବଦଳୀୟ ବୈଠକ
- ଅଙ୍କ କଷିଲେ ଶାସକ-ବିରୋଧୀ
ପଢନ୍ତୁ ଏହି ଖବର: ରାହୁଲ୍ ଗାନ୍ଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ; ତଥ୍ୟ ଦେଇ ଖୋଲିଦେଲେ ମୁଖା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ଦେଖିବାକୁ ବାକି, ଗୃହରେ କେତେ ସରଗରମ ହେଉଛି ମୌସୁମୀ ଅଧିବେଶନ । ସେପଟେ ବିଧାନସଭାର ସୁରକ୍ଷାକୁ କରାଯାଇଛି କଡାକଡି । ଏଥିପାଇଁ ମୃତୟନ ହେବ ୩୦ ପ୍ଲାଟୁନ ଫୋର୍ସ । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା ।
Related Topics
Explore more stories